ନାରୀ ଓ ପ୍ରକୃତି
ତୋ ରୋଷ
ଗ୍ରୀଷ୍ମର
ରୌଦ୍ର
ତୋ ସ୍ନେହ ଓ
ମମତା
ବସନ୍ତର ମଳୟ
ତୋ ବେଦନା
ଶ୍ରାବଣର ଧାରା
ତୋ ଛଳନା
ଶୀତର କୁହୁଡ଼ି
ତୋ ପବିତ୍ରତା
ଶୀତ ଶକାଳର
ଶିଶିର ବିନ୍ଦୁ
ତୋ ଉଦାରତା
ଶରତ ର
ମେଘମୁକ୍ତ ଆକାଶ
ତୋ ପ୍ରତିଶୋଧ
ଶାରଦୀୟ
ଫାଇଲିନ୍
ତୋ ସହିଷ୍ଣୁତା
ତୋ ମଣିଷ ପଣିଆ
ବାରମାସି....
0 Comments:
Post a Comment
<< Home