Wednesday, June 11, 2014

ଖରା ଦିନ

ମହାନଗର, ସହର କିବା ଗାଆଁ
ସବୁଠି ବରଷୁଛି ଖାଲି ନିଆଁ
ସୂରୁଜ ଦେବତା ରାଗିଛନ୍ତି ଏତେ କିଆଁ

ରକେଟ୍ ଯୁଗ ର ଅବସ୍ଥା ଏ ସବୁ ଆଡେ ଧୁଆଁ ଧୁଆଁ

0 Comments:

Post a Comment

<< Home