Tuesday, January 08, 2013

ଗାନ୍ଧି ଜୟନ୍ତି


ସତ୍ୟର ସମାଧି
ତା ପରେ ଦଣ୍ଡାୟମାନ ଗାନ୍ଧି ମୂର୍ତ୍ତୀ
ଲମ୍ବିଥାଏ ଯହିଁ ଶୁଖିଲା ଫୁଲ ମାଳ ମାଳ
ବୋଧେ ଗାନ୍ଧିବାଦ ବିରୋଧି ଶୃଙ୍ଖଳ

ନିଶା ସେବନ ବିରୋଧି ସେନାନାୟକ
ଛତ୍ର ଛାୟାତଳେ ଯାର
ପ୍ରାୟତଃ ଶୋଇରହନ୍ତି ନିଶାସେବକ
କାରଣ ଦୀପ ତଳ ଅନ୍ଧାର

Labels: ,

0 Comments:

Post a Comment

<< Home