Monday, May 21, 2012

Shishu Shramika

ଶିଶୁ ଶ୍ରମିକ

 

ପେଟରେ ତା ଓଦା କନା

ଓଠରେ ଶୁଖିଲା ହସ

କଙ୍କାଳର ଦେହଧାରୀ

ସେ ଏ ଦେଶର ଭବିଷ୍ୟତ

 

ଚା ଦୋକାନୁ କୋଇଲା ଖଣି ଯାଏଁ

ସବୁଠି କରେ ସେ କାମ

ନିଷ୍ପେସିତସେ ସଭ୍ୟ ସମାଜେ

ସଭ୍ୟତାର ବ୍ୟତିକ୍ରମ

 

0 Comments:

Post a Comment

<< Home