Phani Cyclone
ମେ ମାସର ଅସହ୍ୟ ଝାଞ୍ଜି
ତା ପରେ ପ୍ରକୃତିର କରାଳ ରୁପ
କାହାର ଏ ଲୋଲୁପ ଦୃଷ୍ଟି
ସବୁ ଜୀବନ ଏବେ ସୁପ୍ତ !
ତା ପରେ ପ୍ରକୃତିର କରାଳ ରୁପ
କାହାର ଏ ଲୋଲୁପ ଦୃଷ୍ଟି
ସବୁ ଜୀବନ ଏବେ ସୁପ୍ତ !
ପଂନି ର ଚକ୍ରବୃହ ରେ
ହଜିଛି କେତେ ଯେ ଜୀବନ
ଏବେ ସବୁଠି ଖାଁ ଖାଁ ଟାଙ୍ଗରା ଭୁଇଁ
ଆଉ ଉଜୁଡ଼ା ସପନ !!!
ହଜିଛି କେତେ ଯେ ଜୀବନ
ଏବେ ସବୁଠି ଖାଁ ଖାଁ ଟାଙ୍ଗରା ଭୁଇଁ
ଆଉ ଉଜୁଡ଼ା ସପନ !!!
0 Comments:
Post a Comment
<< Home