Monday, August 24, 2015

ପାହାଡ଼ ର ମଣିଷ.....(The mountain man)

ଗୋଟିଏ ମଣିଷର ଦମ୍ଭ ପଣ
ଭାଙ୍ଗେ ପାହାଡ଼ର ପଥର ଚଟ୍ଟାଣ

ଯେବେ ଏକକ ହୁଏ ଜୀବନର ଲକ୍ଷ
ମଣିଷ ବି ଚିରିପାରେ ପାହାଡ଼ର ବକ୍ଷ

ପ୍ରେରଣା ଦେଇପାରେ ବିଷାଦ ବା ପ୍ରେମ
ଅମର ରହେ କିନ୍ତୁ ଗଭୀର ନିଷ୍ଟା ଓ ପରିଶ୍ରମ !!!




The strong determination of an individual
Can break the mountainous rocky floors

When life’s goal becomes one
Even a human can tear apart a mountain

Sadness or love may be an inspiration
But everlasting becomes such hard work and determination!!!


0 Comments:

Post a Comment

<< Home