Friday, September 25, 2015

ଚାନ୍ଦ

 ଆକାଶର ଛାଉଣୀ ତଳେ
ଲୁଚିଲାଣି ସୂର୍ଯ୍ୟ  ମେଘର ଆଢୁଆଳେ

ନୂଆଁ ଆଲୋକର  ତୋରଣ ଖେଳେ
ଉଇଁଲାଣି ଚାନ୍ଦ ଦିବସ ବେଳେ

0 Comments:

Post a Comment

<< Home