Tuesday, September 21, 2010

Indradhanu

Itihaasa (History)

If the font size is not readable "click" on the image

Friday, September 03, 2010

ନୋବେଲ ପ୍ରାଇଜ୍

ମନୁଷ୍ୟ ମସ୍ତିକର ଶୀରୋନାମା
ଏକ ଆକର୍ଶଣୀୟ ଚୁମ୍ବକ
ଶ୍ରେଷ୍ଠତାର ଅନ୍ୟ ନାମ!

ଜ୍ଞାନଅ ମହା ସାଗରର
ଅତଳ ଗର୍ଭରୁ
କିଛିଟା ମୁକ୍ତାର ପରିଚୟ

ହୁଏତ ସୀମିତ ନୁହେଁ
କିନ୍ତୁ ଏକ ଜୀବନ ଭରା
ପରିଶ୍ରମର ପ୍ରତିଫଳନ!